Saturday, April 8, 2023

ଶ୍ରୀ ହନୁମାନ ଜୟନ୍ତୀ 2023

କିନ୍ତୁ ବହୁ ପୁରାଣ କାଳ ରୁ ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରା ଅନୁସାରେ ଆସନ୍ତା ୧୪ ତାରିଖ କୁ ନବବର୍ଷ, ମହାବିଷୁବ ସଂକ୍ରାନ୍ତି (ପଣା ସଂକ୍ରାନ୍ତି) ଓ ପ୍ରଭୁ ଶ୍ରୀ ହନୁମାନ ଙ୍କ ଜୟନ୍ତୀ ରୂପେ ପାଳନ କରାଯାଏ. ସମସ୍ତଙ୍କୁ ଅନୁରୋଧ ସ ପରିବାର ସହ ପ୍ରଭୁ ଙ୍କୁ ଦର୍ଶନ କରି ପ୍ରସାଦ ସେବନ କରନ୍ତୁ , ଜୟ ଶ୍ରୀ ରାମ.. ଜୟ ଶ୍ରୀ ହନୁମାନ ଜୟ ବାଜରଙ୍ଗ ବଳି

No comments:

Post a Comment

Facebook COmment

Related Posts Plugin for WordPress, Blogger...