*
*ସବୁ ବର୍ଷ ଭଳି ଏହି ବର୍ଷ ମଧ୍ୟ ମାତା ସରସ୍ଵତୀଙ୍କର ପୂଜା ଫେବ୍ରୁୟାରୀ ମାସର ବସନ୍ତ ପଞ୍ଚମୀ ଦିନ ହେବ । ଏହି ଦିନରେ ସ୍କୁଲ, କଲେଜ ଇତ୍ୟାଦି ଜାଗାରେ ମାତା ସରସ୍ଵତୀଙ୍କର ପ୍ରତିମାର ପୂଜା କରାଯାଏ । କହିଦେଉଛୁ ଯେ ଏଥର ବସନ୍ତ ପଞ୍ଚମୀ ୧୪ ଫେବ୍ରୁୟାରୀ ବୁଧବାର ରେ ଅଛି । ଏମିତିରେ ଏହି ଦିନରେ କିଛି ଜିନିଷ ପ୍ରତି ସାବଧାନ ହେବା ଦରକାର, ଯାହାର ଚର୍ଚା ଆମେ ନିମ୍ନରେ କରିବାକୁ ଯାଉଛୁ ।*
*
ବସନ୍ତ ପଞ୍ଚମୀ ଦିନ ବ୍ୟକ୍ତିଙ୍କୁ କଣ କରିବା ଉଚିତ, ଯେଉଁଥିରେ ମାତା ସରସ୍ଵତୀ ପ୍ରସନ୍ନ ହୋଇ ପାରିବେ*
![👉](https://static.xx.fbcdn.net/images/emoji.php/v9/t51/1/16/1f449.png)
*୧. ସକାଳୁ ଉଠି ସ୍ନାନ କରିବା ।*
*୨. ମାତା ସରସ୍ଵତୀଙ୍କର ପୂଜା କରିବା ।*
*୩. ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ ।*
*୪. ବହିର ପୂଜା କରନ୍ତୁ ।*
*୫. ଗରିବଙ୍କୁ ଦାନ ଦିଅନ୍ତୁ ।*
*
ବସନ୍ତ ପଞ୍ଚମୀ ଦିନ ଭୁଲରେ ବି କରନ୍ତୁ ନାହିଁ ଏହି ଭୁଲ ଗିଡିକୁ*
![👉](https://static.xx.fbcdn.net/images/emoji.php/v9/t51/1/16/1f449.png)
*
ବସନ୍ତ ପଞ୍ଚମୀର ପୂଜା ପାଇଁ ବିଭିନ୍ନ ନିୟମ ତିଆରି କରା ଯାଇଛି ଏବଂ ଯେଉଁ କୌଣସି ବ୍ୟକ୍ତି ଏହି ନିୟମକୁ ଭାଙ୍ଗି ଥାଏ, ତାହା ଉପରେ ମାତା ସରସ୍ଵତୀ କ୍ରୋଧିତ ହୋଇଥାନ୍ତି ଏବଂ ପୁଣି ତାହାର ଘରେ ଖୁସି ବହୁତ କଷ୍ଟରେ ହିଁ ଆସିଥାଏ । ଏମିତିରେ ଆମେ ଆପଣଙ୍କୁ ଏହି ଦିନରେ କେଉଁ କାମ କରିବା ଉଚିତ ନୁହେଁ, ତାହା ବିଷୟରେ କହିବାକୁ ଯାଉଛୁ*
![🌹](https://static.xx.fbcdn.net/images/emoji.php/v9/t71/1/16/1f339.png)
*୧. କଳା କପଡା – ବସନ୍ତ ପଞ୍ଚମୀ ଦିନ କଳା ବସ୍ତ୍ର ପିନ୍ଧିବା ଉଚିତ ନୁହେଁ ।*
*୨. ମାଂସହାରି ଭୋଜନ କରନ୍ତୁ ନାହିଁ – ବସନ୍ତ ପଞ୍ଚମୀ ଦିନ ମାଂସର ସେବନ କରନ୍ତୁ ନାହିଁ ।*
*୩. ଗଛଲତା କାଟନ୍ତୁ ନାହିଁ – ଶାସ୍ତ୍ରରେ ବସନ୍ତ ପଞ୍ଚମୀ ଦିନ ଗଛଲତା କାଟିବା ଭୁଲ ଅଟେ ବୋଲି କୁହାଯାଇଛି ।*
*୪. ସ୍ନାନ ନିଶ୍ଚିତ କରନ୍ତୁ – ବସନ୍ତ ପଞ୍ଚମୀ ଦିନ ନ ସ୍ନାନ କରି ଖାଇବା ପିଇବା କରିବା ଅନୁଚିତ ଅଟେ ।*
*୫. କ୍ରୋଧ କରନ୍ତୁ ନାହିଁ – ବସନ୍ତ ପଞ୍ଚମୀ ଦିନ ମନୁଷ୍ୟକୁ ରାଗିବା ଉଚିତ ନୁହେଁ ।*
*
ଜୟ ମା ବିଦ୍ୟା ଦାୟିନୀ ସରସ୍ଵତୀ*![🙏](https://static.xx.fbcdn.net/images/emoji.php/v9/t80/1/16/1f64f.png)
![🛕](https://static.xx.fbcdn.net/images/emoji.php/v9/t9f/1/16/1f6d5.png)
![🙏](https://static.xx.fbcdn.net/images/emoji.php/v9/t80/1/16/1f64f.png)
Source : Online
No comments:
Post a Comment