Pages

▼

Tuesday, November 19, 2024

ଭାବର ଠାକୁର

ଭାବର ସାଗର କାଳିଆ ଠାକୁର ଘର ତାଙ୍କ ଶ୍ରୀମନ୍ଦିର, ସେହିଠାରେ ବସି ସଂସାର ଚଳାନ୍ତି ସଭିଙ୍କୁ କରି ନିଜର। ତାଙ୍କ ନାମ ରସ ଅମୃତ ସମାନ ତୁଣ୍ଡେ ନେଲେ ଶୁଦ୍ଧିଜନେ, ବିନା ବାଧାବିଘ୍ନେ ଦିନ ବିତୁଥିବ ରଖନ୍ତୁ ଏହାକୁ ମନେ। *ଜୟ ଜଗନ୍ନାଥ। 🙏🙏।*